Advertisement

Youth Biggest hand for protecting holy cow

Youth Biggest hand for protecting holy cow ହିନ୍ଦୁ ଧାର୍ମିକ ପରମ୍ପରା ଅନୁସାରେ ଗୋ ସେବା ହେଉଛି ମାଧବ ସେବା । ଦୈବିକ ଯୁଗରୁ ଆଜି ପର୍ଯ୍ୟନ୍ତ ହିନ୍ଦୁମାନେ କୃଷି ସହ ଗୋ ସମ୍ପଦକୁ ବିଶେଷ ଗୁରୁତର ସହିତ ନେଇଥାନ୍ତି । ଏମିତି କି ଗାଇର ଗୋବର ମଧ୍ୟ ହିନ୍ଦୁ ରିତି ନିତିରେ ସବୁଠୁ ପବିତ୍ର ଜିନିଷ । ହେଲେ ଆଜି ସେହି ଗୋମାତା କେତେ ସୁରକ୍ଷିତ ସେ କଥା ଆପଣ ରାସ୍ତାରେ ଗଲା ବେଳେ ନିଶ୍ଚୟ ଦେଖିଥିବେ । କେଉଁଠି ସଡକ ଦୁର୍ଘଟଣାରେ ଗାଇଟିଏ ଛଟ ପଟ ହେଉଥାଏ ତ ଆଉ କେଉଁଠି ଷଣ୍ଢ ଟିଏ ଗୋଡ ଭାଙ୍ଗି ଅସହାୟ ହୋଇ ପଡିିଥାଏ ।

protecting

Post a Comment

0 Comments